Posts

Showing posts with the label MCQ WITH ANSWERS

AFTER TWENTY YEARS BY O’HENRY (SUMMERY AND MCQS)

AFTER TWENTY YEARS                     BY-    O’HENRY SUMMERY Unit I   1. A policeman was patrolling a quiet street at night around 10 o’clock.    ସନ୍ଧ୍ୟା 10 ଟା ସମୟରେ ଜଣେ ପୋଲିସ୍ ଅଫିସର ଶାନ୍ତ ରାସ୍ତାରେ ତାଙ୍କ ପହରା କାମ କରୁଥିଲେ। 2. He walked smartly, checking doors and observing the surroundings carefully.    ସେ ଚାଲୁଥିଲେ ବହୁତ ସଚେତନ ଭାବରେ , ଦୋକାନ ଦ୍ୱାର ଯାଞ୍ଚ କରୁଥିଲେ ଏବଂ ଚାରିପାଖୁ ଧ୍ୟାନ ଦେଉଥିଲେ। 3. The place was lonely because of cold wind and light rain; most shops were closed.    ଠଣ୍ଡା ପବନ ଏବଂ ହାଲୁକା ବର୍ଷା ହେତୁ ରାସ୍ତା ଖାଲି ଥିଲା ; ଅଧିକାଂଶ ଦୋକାନ ବନ୍ଦ ଥିଲା। 4. The officer looked strong and alert — a perfect guardian of the law.    ସେ ପୋଲିସ ଅଫିସର ଦେଖିବାକୁ ଶକ୍ତିଶାଳୀ ଏବଂ ସଚେତନ ଲାଗୁଥିଲେ — ନିୟମର ଏକ ସତ୍ୟ ପାହାରାଦାର। 5. He remembered his boss’s description of a wanted criminal from Chicago.    ସେ ନିଜ boss ଙ୍କ କଥା ମନେ ପକାଇଲେ — ଚିକାଗୋର ଜଣେ ଖୋଜାଯାଉଥିବା ଅପରାଧୀଙ୍କ ବିବରଣୀ...

THE MAGIC OF TEAMWORK BY SAM PITRODA UNIT - I (SUMMERY,MCQ AND MEANINGS)

THE MAGIC OF TEAMWORK  -SAM PITRODA   SUMMERY 1.Teamwork and cooperation are major challenges affecting India's progress both domestically and globally.    ଦଳୀୟ କାର୍ଯ୍ୟ ଓ ସହଯୋଗ ଭାରତର ଦେଶୀୟ ଏବଂ ଆନ୍ତର୍ଜାତୀୟ ଉନ୍ନତିକୁ ପ୍ରଭାବିତ କରୁଥିବା ମୁଖ୍ୟ ଆହ୍ୱନ ଅଟେ।  2.India’s problem isn’t policy-making but implementation, due to poor collaboration among individuals.    ଭାରତର ସମସ୍ୟା ନୀତି ତିଆରି କରିବାରେ ନୁହେଁ, ବରଂ ଦୁର୍ବଳ ସହଯୋଗ ଫଳରେ ନୀତି ର କର୍ଯକାରିତରେ ଅସଫଳତା ହେଉଛି।  3.Indians are highly capable individually, but struggle to work effectively in teams.   ଭାରତୀୟମାନେ ବ୍ୟକ୍ତିଗତ ଭାବରେ ବହୁତ କ୍ଷମତାଶୀଳ, କିନ୍ତୁ ଦଳରେ କାମ କରିବାରେ ସମସ୍ୟା ଭୋଗୁଛନ୍ତି।  4.A popular joke during the Maruti Suzuki collaboration highlighted this: one Indian equals ten Japanese in skill, but ten Indians equal one Japanese in teamwork.  ମାରୁତି-ସୁଜୁକି ସହଯୋଗ ସମୟରେ ଏକ ପ୍ରସିଦ୍ଧ joke କଥା ଚଲିଥିଲା — “ଏକ ଭାରତୀୟ ଦକ୍ଷତାରେ ଦଶ ଜାପାନୀଙ୍କ ସମାନ, କିନ୍ତୁ ଦଶ ଭାରତୀୟ ଦଳୀୟ କାର୍ଯ୍ୟରେ ମାତ୍ର ଏକ ଜାପାନୀଙ୍କ...

THE NIGHTINGALE AND THE ROSE UNIT- 4 (SUMMERY )

  UNIT 4 (SUMMERY) 1.The Nightingale flew to the Rose-tree at night. ରାତିରେ  ନାଇଟିଙ୍ଗେଲ୍  ଗୋଲାପ   ଗ ଛ  ପାଖକୁ  ଉଡିଗଲା  । 2.She pressed her breast against a thorn and began to sing.    ସେ   ତା ' ର   ଛାତିକୁ   କାଣ୍ଟାରେ   ଦବାଇଲା   ଏବଂ   ଗାଇବା   ଆରମ୍ଭ   କଲା   । 3.The Moon leaned down to listen to her song.     ଚନ୍ଦ୍ରମା   ତାର ଗୀତ ଶୁଣିବାକୁ ନେଇଗଲା  । 4.As she sang, a rose started to bloom on the Rose tree. ସେ   ଗାଇବା   ସମୟରେ   ଗୋଲାପ   ଗଛରେ   ଏକ   ଗୋଲାପ   ଫୁଟିବାକୁ   ଆରମ୍ଭ   କଲା   ।   5.At first, the rose was pale like mist.  ପ୍ରଥମେ   ଗୋଲାପଟି   କୁହୁଡି   ପରି   ଫିକା   ଥିଲା   ।   6.The Tree told her to press closer, or the rose would not be ready by morning. ଗଛ   ତା ' କୁ   କହିଲା   ଯେ ," ଆଉ   ଦବା ,  ନହେଲେ   ପ୍ରଭାତ   ପୂର୍ବରୁ   ଗୋଲାପ   ...