THE MONKEY'S PAW SCENE 2
The next afternoon. ପରବର୍ତ୍ତୀ ଅପରାହ୍ନ । The sun shines into the living room. MR. and MRS. WHITE are drinking tea and sorting through the day's mail. The paw lies on a shelf, ignored. ସୂର୍ଯ୍ୟରୋଶଣୀ ଲିଭିଂ ରୁମ୍ରେ ପଡୁଛି। ମିଷ୍ଟର୍ ଏବଂ ମିସେସ୍ WHITES ଚା ପିଇଥିବାବେଳେ ଦିନର ଚିଠିଗୁଡ଼ିକୁ ସଜାଡୁଛନ୍ତି। ପଞ୍ଝାଟି ଆଲ୍ମିରା ଭିତରେ ପଡ଼ିରହିଛି , ଅବହେଳିତ । Mrs. White. Plenty of bills so far, but no check for two hundred pounds. I suppose Herbert will have more of his funny remarks for you when he gets home from the factory. Mrs White : ଏପର୍ଯ୍ୟନ୍ତ ଖୁବ୍ ବିଲ୍ ଆସିଛି , କିନ୍ତୁ ଦୁଇଶ ପାଉଣ୍ଡର ଚେକ୍ ନାହିଁ। ମୁଁ ଭାବୁଛି , ହର୍ବର୍ଟ୍ କାରଖାନାରୁ ଫେରିଲେ ଆପଣଙ୍କୁ ଆଉ କିଛି ମଜାଦାର କଥା କହିବ। Mr. White. I'm sure he will. But the thing moved in my hand-I'd swear to that. Mr. White : ନିଶ୍ଚୟ ସେ କହିବ। କିନ୍ତୁ ସେଇ ଜିନିଷଟି ମୋ ହାତରେ ଆପେ ଆପେ ଗତିକରୁଥିଲା--- ମୁଁ ସେଥିପାଇଁ ସପଥ କରିପାରିବି। Mrs. White (soothingly). You thought it did. (...