Posts

Showing posts with the label THE GOLDEN TOUCH BY Nathaniel Hawthorne UNIT- III ( SUMMERY AND MCQS)

THE GOLDEN TOUCH BY Nathaniel Hawthorne UNIT- III ( SUMMERY AND MCQS)

  1. King Midas was heartbroken when his daughter Marygold turned into gold due to his greedy wish for the Golden Touch. ରାଜା ମିଡାସଙ୍କ ଲୋଭର କାରଣରୁ ତାଙ୍କ ଝିଅ ମେରିଗୋଲ୍ଡ ସୁନାରେ ପରିଣତ ହେବାରେ ସେ ଦୁଃଖିତ ହେଲେ। 2. He realized that gold was useless without love and happiness. ସେ ବୁଝିଲେ ଯେ ପ୍ରେମ ଓ ସମ୍ପଦ ବିନା ସୁନାର କୌଣସି ମୂଲ୍ୟ ନାହିଁ। 3. The stranger who had granted his wish appeared again and asked what Midas valued more—gold, water, bread, or his daughter. ଯେ ଅଜଣା ମଣିଷ ତାଙ୍କ ଇଚ୍ଛା ପୂରଣ କରିଥିଲେ , ସେ ପୁଣି ଆସି ମିଡାସଙ୍କୁ ପଚାରିଲେ — ସୁନା , ପାଣି , ରୁଟି କି ତାଙ୍କ ଝିଅ — କେଉଁଟି ଅଧିକ ମୂଲ୍ୟବାନ ? 4. Midas replied that water, bread, and his daughter were far more precious than all the gold in the world. ମିଡାସ କହିଲେ ଯେ ପାଣି , ରୁଟି ଓ ତାଙ୍କ ଝିଅ ସାରା ପୃଥିବୀର ସୁନାଠାରୁ ଅଧିକ ମୂଲ୍ୟବାନ। 5. Seeing Midas’s repentance, the stranger told him to wash in the river to remove the curse. ମିଡାସଙ୍କ ଅନୁତାପ ଦେଖି ସେ ଅଜଣା ମଣିଷ କହିଲେ ଯେ ନଦୀରେ ଯାଇ ସ୍ନାନ କଲେ ଏହି ଶାପ ଶେଷ ହେବ। 6. Midas immediately ran to the river ...