Posts

Showing posts with the label (Summery

THE MAGIC OF TEAMWORK BY SAM PITRODA UNIT - I (SUMMERY,MCQ AND MEANINGS)

THE MAGIC OF TEAMWORK  -SAM PITRODA   SUMMERY 1.Teamwork and cooperation are major challenges affecting India's progress both domestically and globally.    ଦଳୀୟ କାର୍ଯ୍ୟ ଓ ସହଯୋଗ ଭାରତର ଦେଶୀୟ ଏବଂ ଆନ୍ତର୍ଜାତୀୟ ଉନ୍ନତିକୁ ପ୍ରଭାବିତ କରୁଥିବା ମୁଖ୍ୟ ଆହ୍ୱନ ଅଟେ।  2.India’s problem isn’t policy-making but implementation, due to poor collaboration among individuals.    ଭାରତର ସମସ୍ୟା ନୀତି ତିଆରି କରିବାରେ ନୁହେଁ, ବରଂ ଦୁର୍ବଳ ସହଯୋଗ ଫଳରେ ନୀତି ର କର୍ଯକାରିତରେ ଅସଫଳତା ହେଉଛି।  3.Indians are highly capable individually, but struggle to work effectively in teams.   ଭାରତୀୟମାନେ ବ୍ୟକ୍ତିଗତ ଭାବରେ ବହୁତ କ୍ଷମତାଶୀଳ, କିନ୍ତୁ ଦଳରେ କାମ କରିବାରେ ସମସ୍ୟା ଭୋଗୁଛନ୍ତି।  4.A popular joke during the Maruti Suzuki collaboration highlighted this: one Indian equals ten Japanese in skill, but ten Indians equal one Japanese in teamwork.  ମାରୁତି-ସୁଜୁକି ସହଯୋଗ ସମୟରେ ଏକ ପ୍ରସିଦ୍ଧ joke କଥା ଚଲିଥିଲା — “ଏକ ଭାରତୀୟ ଦକ୍ଷତାରେ ଦଶ ଜାପାନୀଙ୍କ ସମାନ, କିନ୍ତୁ ଦଶ ଭାରତୀୟ ଦଳୀୟ କାର୍ଯ୍ୟରେ ମାତ୍ର ଏକ ଜାପାନୀଙ୍କ...

The Golden Touch by Nathaniel Hawthorne Unit- I (Summery,meaning and MCQs)

The Golden Touch  by by Nathaniel Hawthorne (Summery) Unit- I 1. Long ago, there lived a very rich king named Midas.    ଦୀର୍ଘ ସମୟ ପୂର୍ବରୁ ଏକ ଅତ୍ୟନ୍ତ ଧନୀ ରାଜା ମିଡାସ୍ ନାମରେ ବସବାସ କରୁଥିଲେ।   2. King Midas loved gold more than anything in the world.    ରାଜା ମିଡାସ୍ ସମସ୍ତ ଜିନିଷଠାରୁ ଅଧିକ ସୁନାକୁ ଭଲପାଉଥିଲେ।   3. He was proud of his golden crown and his great wealth.    ସେ ନିଜର ସୁନାର ମୁକୁଟ ଏବଂ ଅପାର ସମ୍ପଦ ଉପରେ ଗର୍ବ କରୁଥିଲେ।   4. He had a little daughter named Marygold, whom he loved dearly.    ସେ ମେରିଗୋଲ୍ଡ ନାମକ ଏକ ଛୋଟ ଝିଅ ଥିଲା , ଯାହାକୁ ସେ ବହୁତ ଭଲପାଉଥିଲେ।   5. But even his love for her made him desire more gold.    କିନ୍ତୁ ତାଙ୍କ ପ୍ରତି ପ୍ରେମ ମଧ୍ୟ ସେଠିକି ସୁନା ପ୍ରତି ଆକାଙ୍କ୍ଷାକୁ ବଢ଼ାଇଲା।   6. He wished that everything he touched could turn into gold.    ସେ ଇଚ୍ଛା କଲେ ଯେ ସେ ଯାହାକୁ ଛୁଁଅନ୍ତି , ସେହିଟି ସୁନାରେ ପରିଣତ ହେଉ।   7. He no longer enjoyed the beauty of flowers or m...