Posts

Showing posts from September, 2025

THE MONKEY'S PAW SCENE 3

  Scene 3 Night time, a week and a half later. ରାତ୍ରିର ସମୟ , ଦଶଦିନ ପରେ । [MRS. WHITE stands in the doorway, weeping as she looks out into the darkness. MR. WHITE comes downstairs. He goes to her and closes the door, then puts his arms around her.] [ ଶ୍ରୀମତୀ ହ୍ୱାଇଟ୍ ଦ୍ୱାର ପାଖରେ ଠିଆ ହୋଇ କାନ୍ଦୁଛନ୍ତି ଏବଂ ଅନ୍ଧାରକୁ ଚାହିଁ ରହିଛନ୍ତି। ଶ୍ରୀ ହ୍ୱାଇଟ୍ ତଳକୁ ଆସନ୍ତି। ସେ ତାଙ୍କ ପାଖକୁ ଯାଇ ଦ୍ୱାର ବନ୍ଦ କରନ୍ତି , ତା ’ ପରେ ତାଙ୍କ ହାତ ତାଙ୍କ ଚାରିପାଖରେ ରଖନ୍ତି।] Mr. White (gently). Come back to bed. It's cold out there tonight.** ବିଛଣାକୁ ଫେରିଆସ। ଆଜି ରାତିରେ ବାହାରେ ବହୁତ ଠଣ୍ଡା। Mrs. White. It is colder for my son. ମୋ ପୁଅକୁ ଭି ଅଧିକ ଥଣ୍ଡା ଲାଗୁଥିବ।   (She sobs. Suddenly she straightens and turns, clutching her husband's arms.) (ସେ କାନ୍ଦୁଛି। ହଠାତ୍ ସେ ନିଜ ସ୍ୱାମୀଙ୍କ ବାହୁକୁ ଧରି ସିଧା ହୋଇ ବୁଲିଯାଏ।) Mrs. White (wildly). The paw! The monkey's paw! ଶ୍ରୀମତୀ ୱାଇଟ (ବିବ୍ରତରେ): ସେ ପଞ୍ଝା! ମନ୍ତ୍ରମୟ ବାନର ପଞ୍ଝା! Mr. White. What? Where?   କ ’ ଣ ? କେଉଁଠି ? Mrs. White. I want it. You didn't get r...

THE MONKEY'S PAW SCENE 2

  The next afternoon. ପରବର୍ତ୍ତୀ ଅପରାହ୍ନ । The sun shines into the living room. MR. and MRS. WHITE are drinking tea and sorting through the day's mail. The paw lies on a shelf, ignored. ସୂର୍ଯ୍ୟରୋଶଣୀ ଲିଭିଂ ରୁମ୍‌ରେ ପଡୁଛି। ମିଷ୍ଟର୍ ଏବଂ ମିସେସ୍ WHITES ଚା ପିଇଥିବାବେଳେ ଦିନର ଚିଠିଗୁଡ଼ିକୁ ସଜାଡୁଛନ୍ତି। ପଞ୍ଝାଟି ଆଲ୍ମିରା ଭିତରେ ପଡ଼ିରହିଛି , ଅବହେଳିତ । Mrs. White. Plenty of bills so far, but no check for two hundred pounds. I suppose Herbert will have more of his funny remarks for you when he gets home from the factory. Mrs White : ଏପର୍ଯ୍ୟନ୍ତ ଖୁବ୍ ବିଲ୍ ଆସିଛି , କିନ୍ତୁ ଦୁଇଶ ପାଉଣ୍ଡର ଚେକ୍ ନାହିଁ। ମୁଁ ଭାବୁଛି , ହର୍ବର୍ଟ୍ କାରଖାନାରୁ ଫେରିଲେ ଆପଣଙ୍କୁ ଆଉ କିଛି ମଜାଦାର କଥା କହିବ। Mr. White. I'm sure he will. But the thing moved in my hand-I'd swear to that. Mr. White : ନିଶ୍ଚୟ ସେ କହିବ। କିନ୍ତୁ ସେଇ ଜିନିଷଟି ମୋ ହାତରେ ଆପେ ଆପେ ଗତିକରୁଥିଲା-‌‌‌‌-- ମୁଁ ସେଥିପାଇଁ ସପଥ କରିପାରିବି।   Mrs. White (soothingly). You thought it did.               (...

PAST CONTINUOUS TENSE (STRUCTURE + USE )

    PAST CONTINUOUS TENSE   ଯେତେବେଳେ କାହାର କାମ ଅତୀତରେ ଚାଲୁଥିଲା ( Continue in past time), ସେଥିରେ Past Continuous ବ୍ୟବହୃତ ହୁଏ। ଉଦାହରଣ: (1) ସେ ବଜାରକୁ ଯାଉଥିଲା। He was going to market. (2) ରମେଶ ଚିଠି ଲେଖୁଥିଲା। Ramesh was writing a letter. (3) ସେ ଗୀତ ଗାଉଥିଲା। She was singing a song. (4) ସେ ସୋଇଥିଲା। She was sleeping. (5) ସେମାନେ ଫୁଟବଲ୍ ଖେଳୁଥିଲେ। They were playing football. (6) ରହିମ୍ ପଢ଼ୁଥିଲା। Rahim was studying. (7) ବର୍ଷା ହେଉଥିଲା। It was raining. (8) ମୁଁ ଖେଳୁଥିଲି। I was playing. (9) ତୁମେ କପଡ଼ ଧୁଅଉଥିଲା। You were washing clothes. (10) ଆମେ କାର୍ଯ୍ୟାଳୟକୁ ଯାଉଥିଲୁ। We were going to office.   STRUCTURE: Subject + was/were + V-ing + Object   Verb + ing (Present Participle form) Was → Singular Subject ପାଇଁ Were→ Plural Subject ଓ You ପାଇଁ   Ø   Negative ଓ Interrogative Sentences Negative : Subject + was/were + not + V-ing + Object Interrogative: Was/Were + Subject + V-ing + Object ?   **Examp...

SIMPLE PAST TENSE OR PAST INDEFINITE TENSE ( STRUCTURE + USE )

  PAST INDEFINITE TENSE OR SIMPLE PAST TENSE   ଅତୀତ ସରଳ କିମ୍ବା Past Simple କାଳରେ କାମ , ଘଟଣା ବା କାର୍ଯ୍ୟଗୁଡ଼ିକ ଅତୀତରେ ସମାପ୍ତ ହୋଇଥାଏ ବୋଲି ଦର୍ଶାଯାଏ। Read the following sentences :   (1) ସୀତା  ରାମଙ୍କୁ ଚିଠି ଲେଖିଲା। Sita wrote a letter to Ram. (2) ସେମାନେ ଫୁଟବଲ୍ ଖେଳିଲେ। They played football. (3) ରବିଶଙ୍କର ଏକ T.V. କିଣିଲା। Ravi Shankar purchased a T.V. (4) ଗତକାଲି ବର୍ଷା ହେଲା। It rained yesterday. (5) ସେ ଗତକାଲି ଜୟପୁରକୁ ଗଲା। He went to Jaipur yesterday. (6) ସାକ୍ଷୀ ତାଙ୍କ ପୋଷାକ ଧୋଇଲା। Sakshi washed her clothes. (7) ମୁଁ ଗୋଟିଏ ପୁସ୍ତକ ଲେଖିଲି। I wrote a book. (8) ସେ ଗତକାଲି ଏଠାକୁ ଆସିଲା। He came here yesterday. (9) ରହିମ୍ 100 ଟଙ୍କା ଦାନ କଲା। Rahim donated one hundred rupees. (10) ମୁଁ ତାକୁ ସାହାଯ୍ୟ କଲି। I helped her.   ଏହି ପ୍ରକାରର ବାକ୍ୟଗୁଡ଼ିକର Structure ( ରଚନା):   Subject + V2+ Object   #Negative and Interrogative Sentences   Past Indefinite କାଳର Negative ଓ Interrogative ବାକ୍ୟଗୁଡ଼ିକର Structure ଏଭଳି ହୋଇଥାଏ :...