THE MONKEY'S PAW scene 1
THE MONKEY'S PAW
W. W. Jacobs, dramatized by Mara Rockliff
ମାଙ୍କଡର ପଞ୍ଝା
Introducing the author
William Wymark Jacobs (8 September 1863 - 1 September 1943), is an English
author of short stories and novels. Although much of his work is humorous, he is
most famous for a horror story, "The Monkey's Paw".
ଲେଖକଙ୍କ ପରିଚୟ
ୱିଲିୟମ୍ ୱାଇମାର୍କ ଜ୍ୟାକବସ୍ (୮ ସେପ୍ଟେମ୍ବର ୧୮୬୩ - ୧ ସେପ୍ଟେମ୍ବର ୧୯୪୩), ଜଣେ ଇଂରାଜୀ
ଛୋଟ ଗଳ୍ପ ଏବଂ ଉପନ୍ୟାସିକ । ଯଦିଓ ତାଙ୍କର ଅଧିକାଂଶ କାର୍ଯ୍ୟ ହାସ୍ୟପୂର୍ଣ୍ଣ, ସେ
"ଦି ମଙ୍କିଜ୍ ପା" ନାମକ ଏକ ଭୟଙ୍କର କାହାଣୀ ପାଇଁ ସବୁଠାରୁ ପ୍ରସିଦ୍ଧ।
The Text
Characters
Mr. White
Mrs. White
Herbert, their son, about nineteen years old.
Sergeant Major Morris, a tall, heavy man with a ruddy complexion who served with
the British Army in India for 21 years.
Stranger
Setting: The White family's home, in a newly developed English suburb, around
1920.
Scene 1
ଏକ ଅନ୍ଧାର ଏବଂ ଝଡ଼ବର୍ଷା ଶୀତ ରାତି।
The sound of heavy rain can be heard and an occasional thunderclap. The
Whites' living room is cozy and bright. MR. WHITE and HERBERT play chess, while
MRS. WHITE knits by the fire. HERBERT is winning.
ପ୍ରବଳ ବର୍ଷାର ଶବ୍ଦ ଶୁଣାଯାଉଛି ଏବଂ ବେଳେବେଳେ ବଜ୍ରପାତ ମଧ୍ୟ ହେଉଛି।
WHITE ପରିବାର ଙ୍କ ବସବାସ ଘରଟି ଆରାମଦାୟକ ଏବଂ ଉଜ୍ଜ୍ୱଳ। ଶ୍ରୀଯୁକ୍ତ ହ୍ୱାଇଟ୍ ଏବଂ ହର୍ବର୍ଟ ଚେସ୍ ଖେଳୁଛନ୍ତି, ଯେତେବେଳେ
ଶ୍ରୀମତୀ ହ୍ୱାଇଟ୍ ନିଆଁ ପାଖରେ ହାତରେ କପଡା ବୁଣୁଛନ୍ତି। ହର୍ବର୍ଟ ଜିତିଛନ୍ତି ।
Herbert
Not looking too good for you, is it, Dad?
ତୁମ ପାଇଁ ବହୁତ ଭଲ ଲାଗୁନି,ବାପା?
Mr. White
Could you please be quiet? I'm trying to concentrate.
ଦୟାକରି ଚୁପ୍ ରହିପାରିବୁ କି? ମୁଁ ଧ୍ୟାନ କେନ୍ଦ୍ରିତ କରୁଛି।
(He pauses another moment, then makes a move.)
(ସେ କିଛି ମୁହୂର୍ତ୍ ଅଟକିଗଲେ, ପରେ ଗୋଟିଏ ଚାଲ କଲେ )
Listen to that wind howling out there.
ବାହାରେ ପବନ କେମିତି ହୁଇଁ କରୁଛି, ଶୁଣ।
Herbert (keeping his attention on the chessboard)
I hear it.
Mr. White
He won't show up in a storm like this, I bet.
ମୁଁ ନିଶ୍ଚିତ, ଏପରି ବଜ୍ରପାତରେ ସେ କେବେ ଦେଖିନଥିବେ
Herbert
Maybe, maybe not. (He moves.) Check…
ହୋଇପାରେ, ହୋଇ ନ ପାରେ । (ସେ ଗୋଟିଏ ଚାଲ କଲା।) ଚେକ୍…
[MR. WHITE reaches for a chess piece.]
[ମିସ୍ଟର୍ ହ୍ୱାଇଟ୍ ଗୋଟିଏ ଚେସ୍ ଚାଲ ପାଇଁ ହାତ ବଢାଇଲେ।]
Mr. White (angrily). That's what I can't stand about living out in the middle of nowhere like this! Every time it rains, the road gets flooded and no one can get out here. And what do those politicians in town do about it? Nothing! I suppose our three votes just don't count.
ମିଷ୍ଟର ହ୍ୱାଇଟ୍ (କ୍ରୋଧରେ):
ଏଭଳି ଜାଗାରେ ରହିବାକୁ ମୁଁ ସହିପାରୁନି! ପ୍ରତ୍ୟେକଥର ବର୍ଷା
ହେଲେ ରାସ୍ତା ପାଣିରେ ବୁଡ଼ିଯାଏ, ଏବଂ କେହି ବାହାରକୁ ଯାଇପାରେନି। ତାହାଲେ ସହରର ସେଇ
ରାଜନେତାମାନେ ଏହା ବିଷୟରେ କ’ଣ କରନ୍ତି? କିଛି ନୁହେଁ! ମୁଁ ଭାବୁଛି ଆମର
ତିନୋଟି ଭୋଟ୍କୁ ସେମାନେ ଗଣନା କରନ୍ତି ନାହିଁ।
Mrs. White (soothingly). Never mind, dear. Maybe you'll win the
next game.
[MR. WHITE looks up sharply and sees MRS. WHITE and HERBERT smiling at him
in amusement. His annoyance fades,
and he smiles guiltily. A gate bangs, and heavy
footsteps are heard approaching the door.]
ମିସେସ୍ ହ୍ୱାଇଟ୍ (ଶାନ୍ତ କରିବା ସ୍ୱରରେ):
କିଛି ମନେ କରନ୍ତୁ ନାହିଁ, ପ୍ରିୟ।
ହୁଏତ ଆପଣ ପରବର୍ତ୍ତୀ ଖେଳରେ ଜିତିବେ।
[ ମିଷ୍ଟର୍ ହ୍ୱାଇଟ୍ ହଠାତ୍ ମୁଣ୍ଡ
ଉଠାଇ ଦେଖନ୍ତି ଯେ ମିସେସ୍ ହ୍ୱାଇଟ୍ ଓ ହର୍ବର୍ଟ ତାଙ୍କୁ ହସି-ହସି ଦେଖୁଛନ୍ତି। ତାଙ୍କର ରାଗ
ଶାନ୍ତ ହେଉଛି,
ଏବଂ
ସେ ଅଳ୍ପ guilty ହସୁଛନ୍ତି।
ଏକ ଗେଟ୍ ଝଟ୍କାରେ ବନ୍ଦ ହେଲା, ଏବଂ ଭାରି ପାଦଚାଳର ଶବ୍ଦ କବାଟ ଆଡକୁ ଆସୁଥିବାକୁ ଶୁଣାଗଲା।]
Herbert. Sounds like he made it after all!
ହର୍ବର୍ଟ: ଲାଗୁଛି, ସେ ଶେଷରେ
ଆସିଗଲେ !
[MR. WHITE goes to the door and
greets SERGEANT MAJOR MORRIS, who comes
in and begins wiping his feet, shaking out his umbrella, etc.]
[ମିଷ୍ଟର୍ ହ୍ୱାଇଟ୍ ଦ୍ୱାରକୁ ଯାଇ, ସର୍ଜେଣ୍ଟ୍ ମେଜର୍ ମୋରିସ୍ଙ୍କୁ ସ୍ୱାଗତ କରନ୍ତି। ସର୍ଜେଣ୍ଟ୍ ମେଜର୍ ମୋରିସ୍ ଭିତରକୁ ପସି, ପାଦରୁ ପାଣି ପୋଛୁଛଂତି , ଛତାଟିକୁ ବନ୍ଦକରି ପାଣି କାଢ଼ୁଛନ୍ତି, ଇତ୍ୟାଦି।]
Mr. White (introducing them). Sergeant Major Morris, my wife, and this is our son, Herbert.
[They shake hands, and the three older people sit down while HERBERT goes to fix
tea.]
ମିଷ୍ଟର୍ ହ୍ୱାଇଟ୍
(ପରିଚୟ କରାଇଦେଲେ):
ସର୍ଜେଣ୍ଟ୍ ମେଜର୍ ମୋରିସ୍ — ମୋର ପତ୍ନୀ, ଏବଂ ଏହା ହେଲା ଆମର ପୁଅ, ହର୍ବର୍ଟ।
[ସେମାନେ ହାତମିଳାଇଥାନ୍ତି। ତିନିଜଣ ବୟସ୍କ ଲୋକେ ବସିଯାନ୍ତି, ଯେତେବେଳେ ହର୍ବର୍ଟ ଚା ପକାଇବା ପାଇଁ ଯାଉଛି।]
Mr. White.
Glad you made it. We didn't know if you'd come out in this storm.
Morris. Storm?
This little shower? (Chuckles) You wouldn't think much of this if you'd
ever been holed
up in Bombay during the monsoon season. Now there are some
storms, let me
tell you.
Mrs.
White.
Did you live in India a long time,
Sergeant Major?
ମିଷ୍ଟର୍ ହ୍ୱାଇଟ୍:
ଆପଣ ଆସିପାରିଥିଲେ ବୋଲି ଖୁସି। ଏହି ଝଡ଼ରେ ଆପଣ ଆସିପାରିବେ କି
ନାହିଁ ଆମେ ଜାଣିପାରୁନଥିଲୁ।
ମୋରିସ୍:
ଝଡ଼?
ଏହାକୁ ଆପଣ ଝଡ଼
କୁହନ୍ତି? (ହସି) ଯଦି କେବେ
ଆପଣ ବମ୍ବାଇରେ ବର୍ଷାକାଳୀନ ମନସୂନରେ ଅଟକିପଡ଼ିଥାନ୍ତା, ତାହାହେଲେ ଏହାକୁ ଝଡ଼ ବୋଲି ଭାବନ୍ତାନି। ଏବେ କିଛି ଝଡ଼
ହେଉଛି—ମୁଁ କୁହୁଛି।
ମିସେସ୍ ହ୍ୱାଇଟ୍:
ଆପଣ ଦୀର୍ଘ ସମୟ ଭାରତରେ ରହିଥିଲେ କି, ସର୍ଜେଣ୍ଟ୍ ମେଜର୍?
Mr. White.
Twenty-one years he's been gone. When he joined up with the army, he wasn't a day older than Herbert there-and neither was I, for that matter. We started out in the warehouse together.
ମିଷ୍ଟର୍ ହ୍ୱାଇଟ୍:
ଏକୋଇଶ ବର୍ଷ ହେଲା ସେ ଚାଲିଯିବାର। ସେ ସେନାରେ ଯୋଗଦେଇଥିବା ବେଳେ, ସେହି ସମୟରେ ସେ
ହର୍ବର୍ଟ ଠାରୁ ଗୋଟିଏ ଦିନ ମଧ୍ୟ ବଡ଼ ନଥିଲା—ଏବଂ ସେଇ ସମୟରେ ମୁଁ ମଧ୍ୟ ସେହିପରି। ଆମେ ଦୁଇଜଣ ଗୋଦାମଘରେ ସାଙ୍ଗେ ସାଙ୍ଗେ ଆରମ୍ଭ କରିଥିଲୁ।
Morris.
Well, time flies, time flies.
ମୋରିସ୍:
ହଁ, ସମୟ ବହୁତ ଶୀଘ୍ର ବିତିଯାଏ… ସତ୍ୟ ସମୟ ଉଡ଼ିଯାଏ।
Herbert (bringing the tea).
I'd like to go to India. See the old temples, maybe catch one of those holy men performing miracles.
ହର୍ବର୍ଟ (ଚା ନେଇଆସି):
ମୁଁ ଭାରତକୁ ଯିବାକୁ ଇଚ୍ଛା କରେ। ସେଠାର ପୁରୁଣା ମନ୍ଦିରଗୁଡ଼ିକୁ
ଦେଖିବାକୁ, କେହି ସନ୍ୟାସି
ତାଙ୍କର ଅଦ୍ଭୁତ କାର୍ଯ୍ୟ କରୁଥିବା ଦେଖିବାକୁ।
Morris (shaking his head and sighing).
You're better off here.
ମୋରିସ୍ (ମୁଣ୍ଡକୁ ହଲାଇ ନିଶ୍ୱାସ ଛାଡ଼ି):
ତୁମେ ଏଠାରେ ରହିଲେ ବେଶି ଭଲ।
Herbert. But you must have all kinds of great stories to tell-the places you saw, the people you met. . . .
ହର୍ବର୍ଟ:
କିନ୍ତୁ ନିଶ୍ଚୟ ଆପଣଙ୍କ ପାଖରେ ବହୁତ ଭଲ-ଭଲ କଥା ଥିବ — ଯେଉଁ ଯେଉଁ ସ୍ଥାନଗୁଡ଼ିକୁ ଆପଣ ଦେଖିଛନ୍ତି, ଯେମିତି ଲୋକମାନଙ୍କୁ ଆପଣ ଭେଟିଛନ୍ତି.....
Mr. White. Does he ever! What was that story you started telling me the other day,
Morris? About a monkey's paw or something?
Morris (quickly). Nothing, really. Nothing worth hearing.
ମିଷ୍ଟର୍ ହ୍ୱାଇଟ୍:
ନିଶ୍ଚୟ ଅଛି! ସେଇଦିନେ ତୁମେ ମୋତେ ଗୋଟିଏ କଥା କହିବାକୁ ଆରମ୍ଭ
କରିଥିଲା, ମୋରିସ୍ — ଗୋଟିଏ ବାନରର ପଞ୍ଝା ବିଷୟରେ କିମ୍ବା ସେଇପରି କିଛି?
ମୋରିସ୍ (ତୁରନ୍ତ):
କିଛି ନୁହେଁ, ସତରେ। ଶୁଣିବା ଯୋଗ୍ୟ କିଛି ନୁହେଁ।
Mrs. White.
A monkey's paw? (ବାନରର ପଞ୍ଝା)
Morris. Well, it's just a bit of what you might call magic, I guess
ମୋରିସ୍:
ହେଲେ, ଏଟା ସାଧାରଣ କଥା… ଯାହାକୁ ତୁମେ “magic” ବୋଲି କହିପାର, ବୋଧହୁଏ।
Herbert. Magic!
[The WHITES look at MORRIS with
interest.]
[ହ୍ୱାଇଟ୍ ପରିବାରର ଲୋକମାନେ ଆଗ୍ରହଭରା ଦୃଷ୍ଟିରେ ମୋରିସ୍ଙ୍କୁ ଦେଖୁଛନ୍ତି।]
Morris
(fumbling in his pocket).
It looks
like just an ordinary little paw all dried up.
[He pulls a mummified monkey's paw out of his pocket and holds it out. MRS. WHITE draws back in horror, but HERBERT takes the paw and looks at it curiously.]
ମୋରିସ୍ (pocket ରୁ ଖୋଜିବାହାରକଲେ):
ଏହା ଦେଖିବାକୁ ସାଧାରଣ, ଛୋଟ, ଶୁଖିଯାଇଥିବା ପାଞ୍ଜା ମାତ୍ର ଲାଗେ।
[ସେ pocket ରୁ ଗୋଟିଏ ମମିଭାବରେ ରଖାଯାଇଥିବା ବାନରର ପଞ୍ଝା ବାହାର କରି, ଆଗକୁ ଧରିଦିଅନ୍ତି। ମିସେସ୍ ହ୍ୱାଇଟ୍ ଭୟଭୀତ ହୋଇ ପଛକୁ ଘୁଂଚିଯାନ୍ତି, କିନ୍ତୁ ହର୍ବର୍ଟ ସେହି ପାଞ୍ଜାକୁ ନେଇ ଉତ୍ସୁକତାରେ ଦେଖୁଛି।]
Mr. White. So what's so special about it?
(He takes the paw from HERBERT and examines it, then puts it
down on the table.)
ମିଷ୍ଟର୍ ହ୍ୱାଇଟ୍:
ତାହେଲେ, ଏଥିରେ ଏତେ ବିଶେଷ କ’ଣ ଅଛି?
(ସେ ହର୍ବର୍ଟଙ୍କୁଠାରୁ ପଞ୍ଝାକୁ ନେଇ ସାବଧାନରେ ପରୀକ୍ଷା କରନ୍ତି, ପରେ
ଏହାକୁ ଟେବୁଲ୍ରେ ରଖିଦିଅନ୍ତି।)
Morris (solemnly).
It had a
spell put on it by an old holy man. He wanted to show that fate ruled people's
lives, and that anyone who tried to interfere with fate would be
sorry. He put a
magic spell on the paw so that three people could each have three wishes from it.
ମୋରିସ୍ (ଗମ୍ଭୀର ସ୍ୱରରେ):
ଏଥିରେ ଗୋଟିଏ ପୁରୁଣା ସନ୍ୟାସୀଙ୍କ
ଦ୍ୱାରା ମନ୍ତ୍ର ପ୍ରୟୋଗ କରାଯାଇଥିଲା। ସେ ଦେଖାଇବାକୁ ଚାହୁଁଥିଲେ ଯେ, ମାନବଜୀବନରେ ନିୟତିର ଶାସନ
ରହେ—ଏବଂ କେହି ଯଦି ନିୟତିକୁ ହସ୍ତକ୍ଷେପ କରିବାକୁ ଚେଷ୍ଟା
କରିବେ, ସେ ପଛରେ ନିଶ୍ଚୟ ଦୁଃଖ
ପାଇବ।
ସେଇପାଇଁ ସେ ପଞ୍ଝାଟିର ମାୟାମନ୍ତ୍ର ଦେଇଥିଲେ, ଯାହାଦ୍ୱାରା ତିନିଜଣ ମଣିଷ ପ୍ରତ୍ୟେକେ ତିନୋଟି କରି ଇଚ୍ଛା ପୂରଣ କରିପାରିବେ।
[MR. WHITE laughs
uneasily.]
Herbert. Well, why don't you wish
on it, then?
ତା’ହେଲେ, ଆପଣ କାହିଁକି ଏଥିରେ ଇଚ୍ଛା
କରୁନାହାନ୍ତି?
Morris (sadly). I have. ମୁ କରିଥିଲି ।
Mrs. White. And did you really have your three wishes
granted? ତା’ହେଲେ, ସତରେ ଆପଣଙ୍କ ତିନୋଟି
ଇଚ୍ଛା ପୂରଣ ହୋଇଥିଲା କି?
Morris. I did. ମୋର ହୋଇଥିଲା।
Mrs. White. And has anyone else wished on it?
ତା’ହେଲେ, ଆଉ କିଏ ଏଥିରେ ଇଚ୍ଛା କରିଥିଲେ କି?
Morris (seriously). The first
owner had three wishes, yes. I don't know what the first two were for, but the
third was for death. That's how I got the paw.
ମୋରିସ୍ (ଗଭୀରତାରେ):
ପ୍ରଥମ ମାଲିକଙ୍କର ତିନୋଟି ଇଚ୍ଛା ପୂରଣ ହୋଇଥିଲା, ହଁ। ପ୍ରଥମ ଦୁଇଟି କ’ଣ ଥିଲା ମୁଁ ଜାଣିନି, କିନ୍ତୁ ତୃତୀୟଟି ଥିଲା ମୃତ୍ୟୁ ପାଇଁ । ସେହିପରିଭାବେ ମୁଁ ଏହି ପଞ୍ଝାଟି ପାଇଲି।
Mr. White (after a pause). If
you've had your three wishes, that thing's no good to you now, then, Morris.
What do you keep it for?
ମିଷ୍ଟର୍ ହ୍ୱାଇଟ୍ (କିଛି କ୍ଷଣ ନିରବ ପରେ):
ଯଦି ଆପଣଙ୍କର ତିନୋଟି ଇଚ୍ଛା ପୂରଣ ହୋଇଗଲା, ତେବେ ଏହି ଜିନିଷର ଆପଣଙ୍କ ପାଇଁ ଏବେ କୌଣସି ଦରକାର ନାହିଁ, ମୋରିସ୍। ତେଣୁ, ଆପଣ ଏହାକୁ ରଖିଛନ୍ତି କାହିଁକି?
Morris (shaking his head and
shrugging). No good reason, I guess. I did have some idea of selling it, but
I don't think I will. It's caused enough trouble already. Besides, no one will buy it. Some
people think it's just a fairy tale, and the ones who do think anything of it want to
try it first and pay me afterward.
ମୋରିସ୍ (ମୁଣ୍ଡ ହଲାଇ ଓ
କାନ୍ଧ ଉଠାଇ): (ଆଶ୍ଚର୍ୟ, ହାସ୍ୟ, ଭୟ)
କୌଣସି ଖାସ୍ କାରଣ ନାହିଁ, ମୁଁ ଭାବୁଛି। ବିକିଦେବାର
କିଛି ଭାବନା ଥିଲା, କିନ୍ତୁ ଆଉ ମୁଁ ସେଭଳି
କରିବି ବୋଲି ଲାଗୁନି। ଏହା ପର୍ଯ୍ୟାପ୍ତ ଅସୁବିଧା ସୃଷ୍ଟି କରିସାରିଛି। ତା’ଛଡ଼ା, କେହି ଏହାକୁ କିଣିବାକୁ
ମଧ୍ୟ ଇଚ୍ଛା କରନ୍ତି ନାହିଁ। କେହି କେହି ଏହାକୁ କେବଳ ପରୀକଥା ଭାବନ୍ତି, ଆଉ ଯେମାନେ ଏହାକୁ ଗମ୍ଭୀରଭାବରେ ନିଆନ୍ତି ସେମାନେ ପ୍ରଥମେ ପରୀକ୍ଷା
କରିବାକୁ ଚାହାନ୍ତି, ମୋତେ ଟଙ୍କା ପରେ ଦେବେ ବୋଲି କହନ୍ତି।
Herbert.
If you could have another three wishes, would you use
them? ଯଦି ଆପଣଙ୍କୁ ପୁଣି ତିନୋଟି ଇଚ୍ଛା ମିଳିଥାନ୍ତା, ଆପଣ ସେଗୁଡିକୁ ବ୍ୟବହାର କରିଥାନ୍ତେ କି?
Morris. I don't
know. (Pauses) I don't know.
ମୋରିସ୍: ମୁଁ ଜାଣିନି। (କିଛି ସମୟ ଭୟଭିତର ବିରତି ) ମୁଁ ସତରେ
ଜାଣିନି।
(He takes the
paw, dangles it between his finger and thumb, then suddenly throws it
into the fire.)
(ସେ ପଞ୍ଝାଟିକୁ ହାତରେ ଧରି, ଆଙ୍ଗୁଳି ଓ ବୁଡ଼ିଆଙ୍ଗୁଳି ମଧ୍ୟରେ ଲଟକାଇଥାଏ, ତା’ପରେ ହଠାତ୍ ନୀଆରେରେ ଫିଙ୍ଗିଦେଇ।)
Mr.
White. Hey! (He jumps up and grabs the paw
out of the fire before it starts to burn.)
ମିଷ୍ଟର ହ୍ୱାଇଟ୍ ; ହେଇ! (ସେ ହଠାତ୍ ଡୀଆମାରି, ପଞ୍ଝାଟି ଜଳିବାକୁ ଆରମ୍ଭହେବା ପୁର୍ବରୁ ବାହାରକୁ ଧରିଆଣେ।)
Morris
(solemnly). Better let it burn.
ମରିସ୍ (ଗୁରୁତର ସ୍ୱରରେ):
ଭଲ ହେବ, ଏହାକୁ ପୁଡ଼ିଯିବାକୁ ଦିଅ
Mr.
White. If you don't want it, Morris, give
it to me.
ମିଷ୍ଟର ହ୍ୱାଇଟ୍: ଯଦି ତୁମେ ଏହାକୁ ଚାହୁଁନାହ, ମରିସ୍ — ମୋତେ ଦେଇଦିଅ।
Morris (stubbornly). I won't. I
threw it on the fire. If you keep it, don't blame me for what happens. If you're
smart, you'll throw it back in the fire.
ମରିସ୍ (ଅଡିଗଭାବରେ):
ମୁଁ ଦେବିନି। ମୁଁ ଏହାକୁ ନୀଆଁରେ
ପକାଇଦେଇଥିଲି।
ତୁମେ ଯଦି ଏହାକୁ ରଖିବା, ତାହାହେଲେ ପରେ କ’ଣ ଘଟିବ, ମୋତେ ଦୋଷ ଦେବନି।
ଯଦି ତୁମେ ଜ୍ଞ୍ୟାନୀ, ତୁମେ ମଧ୍ୟ ଏହାକୁ ନୀଆଁରେ ପକାଇଦେବ ।
Mr. White (shaking his head and
looking closely at the paw). How do you do it?
ମିଷ୍ଟର୍ ହ୍ୱାଇଟ୍ (ମୁଣ୍ଡ
ହଳାଇ, ପଞ୍ଝାକୁ ନିକଟରୁ ଦେଖି):
ତା’ଲେ କେମିତି କରିବାକୁ ପଡ଼େ?
Morris. Hold it in your right
hand and wish out loud. But I'm warning you, you won't like the consequences.
ମରିସ୍:
ଡାହାଣହାତରେ ଧରି, ଉଚ୍ଚସ୍ୱରରେ ଇଚ୍ଛା
କହିବାକୁ।
କିନ୍ତୁ ସାବଧାନ—ତା’ର ପରିଣାମ ତୁମେ ପସନ୍ଦ
କରିବନାହିଁ।
Mrs. White. Sounds like the Arabian
Nights. Why don't you wish for a few extra pairs of hands for me?
ମିସେସ୍ ହ୍ୱାଇଟ୍:
ଶୁଣିବାକୁ “ଆରବିଆନ୍ ନାଇଟ୍ସ” କାହାଣୀ ପରି ଲାଗୁଛି।
ମୋ ପାଇଁ ଅଧିକ କିଛି ହାତ କାମ
କରିବା ପାଇଁ ମାଗିବାନି କାହିଁକି?
[She gets up to
set the table for supper. MR. WHITE starts to raise his arm, and MORRIS, alarmed, jumps forward
to stop him. The three WHITES laugh.]
[ସେ ଡିନର୍ ପାଇଁ ଟେବୁଲ୍ ସଜାଇବାକୁ ଉଠନ୍ତି।
ମିଷ୍ଟର୍ ହ୍ୱାଇଟ୍ ହାତ
ଉଠାଇବାକୁ ଲାଗିଥିବାବେଳେ,
ଭୟଭୀତ ମରିସ୍ ଦୌଡ଼ିଆସି
ସେକଥାକୁ ଅଟକଇଦେଲେ]
ତିନୋଟି ହ୍ୱାଇଟ୍
ପରିବାରଜନ ଜୋରରେ ହସନ୍ତି ।]
Morris. If you must wish, for
heaven's sake, wish for something sensible. But I don't want to be here to see
it.
ମରିସ୍:
ତୁମେ ଯଦି ଇଚ୍ଛା କରିବାକୁ ବାଧ୍ୟ, ତା’ଲେ ଦୟାକରି କିଛି ବୋଧଗମ୍ୟ ଇଚ୍ଛା କର।
କିନ୍ତୁ ମୁଁ ସେଥିରେ ଥାଇ, ପରିଣାମ ଦେଖିବାକୁ
ଚାହେଁନି।
[The four sit
down and eat supper. The monkey's paw forgotten for the moment, the WHITES listen eagerly to
more of MORRIS'S adventures. After supper, MORRIS
rises. MR. WHITE
accompanies him to the door and they say their goodbyes. MR. WHITE returns to the
fireside and sits down.]
[ଚାରିଜଣେ ବସି ଖାଆନ୍ତି।
ମାଙ୍କଡ଼ର ପଞ୍ଝାକୁ ସେମାନେ ମୁହୂର୍ତ୍ତକାଳ ପାଇଁ ଭୁଲିଯାଆନ୍ତି।
ହ୍ୱାଇଟ୍ ପରିବାର MORRISଙ୍କ ଅନ୍ୟାନ୍ୟ ଜ କାହାଣୀଗୁଡୀକୁ
ଆଗ୍ରହର ସହିତ ଶୁଣନ୍ତି। ଶେଷରେ ଖାଇସାରି MORRIS ଉଠନ୍ତି।
ମିଷ୍ଟର୍ ହ୍ୱାଇଟ୍ ମୋରିସ କୁ ଦ୍ୱାର ପର୍ଯ୍ୟନ୍ତ ଛାଡ଼ିଆସନ୍ତି,
ସେମାନଙ୍କର “ବିଦାୟ” ହୁଏ।
ମିଷ୍ଟର୍ ହ୍ୱାଇଟ୍ ପୁଣି ନିଆଁ ପାଖକୁ ଫେରି, ବସିଯାନ୍ତି।]
Herbert. Well, Morris is quite a
storyteller. For a minute there he almost had me believing that one about
the monkey's paw.
ହରବର୍ଟ:
ବାହ! MORRIS ବଡ଼ କାହାଣୀକାର।
ମାଙ୍କଡ଼ର ପଞ୍ଝା ବାବଦରେ, କିଛି ମୁହୂର୍ତ୍ତ ପାଇଁ ସେ ପ୍ରାୟ ମୋତେ ବିଶ୍ୱାସ କରାଇଦେଇଥିଲେ।
Mrs. White. Did you give that
disgusting thing back to him?
ମିସେସ୍ ହ୍ୱାଇଟ୍:
ତୁମେ ସେ ବିରକ୍ତିକର ପଞ୍ଝାଟିକୁ ତା’କୁ ଫେରାଇଦେଲା କି?
Mr. White. I tried to, but he
wouldn't take it. And he told me again to get rid of it.
ମିଷ୍ଟର୍ ହ୍ୱାଇଟ୍:
ମୁଁ ଚେଷ୍ଟା କରିଲି, କିନ୍ତୁ ସେ ନେଲେନାହିଁ।
ଏବଂ ପୁଣି ମୋତେ କହିଗଲେ—ଏହାକୁ ପକାଇଦିଅ।
Herbert (in mock horror). Get rid
of it! And give up our chance to be rich and famous and happy? Wish to be an
emperor, Dad, to start off with-then Mum can't boss you
around.
ହରବର୍ଟ (ନକଲି ଭୟରେ):
“ପକାଇଦିଅ” ! ତା’ହେଲେ ଆମେ ଧନୀ, ପ୍ରସିଦ୍ଧ ଓ ସୁଖୀ ହେବାର
ଅବସରକୁ ତ୍ୟାଗ କରିଦେବୁ କି?
ପ୍ରଥମେ, ବାପା, ତୁମେ ସମ୍ରାଟ୍ ହେବାକୁ
ଇଚ୍ଛା କର—
ତା’ହେଲେ ମା’ ତମ ଉପରେ ଆଦେଶ ଚଳାଇପାରିବେନାହିଁ।
Mrs. White. Thanks a lot! ଧନ୍ୟବାଦ!
Mr. White (taking the paw from his
pocket and looking at it doubtfully). I don't know what to wish for, and
that's a fact. (Looking fondly at his wife and son) It seems to
me I've got all I
want already.
ମିଷ୍ଟର୍ ହ୍ୱାଇଟ୍ (ପକେଟ୍ ରୁ ପଞ୍ଝାଟିକୁ ବାହାର କରି, ସନ୍ଦେହରେ ଦେଖିଲେ):
ମୁଁ ନିଶ୍ଚୟ ଜାଣିନି କ’ଣ ଇଚ୍ଛା କରିବି, ଏହା ସତ୍ୟ।
(ସ୍ନେହଭାବରେ ସ୍ତ୍ରୀ ଓ ପୁଅଙ୍କୁ ଦେଖି)
ମୋତେ ଲାଗୁଛି, ଯାହା ଦରକାର, ସେସବୁ ମୋ ପାଖରେ ଅଛି।
Herbert. You'd like to pay off the mortgage, though, wouldn't you? Well, wish for two hundred pounds, then. That'll do it.
ହରବର୍ଟ:
କିନ୍ତୁ, ତୁମେ mortgage (ଋଣ)ଟା ପଟିଦେଇଦେବାକୁ
ଚାହିବ, ତା’ନୁହେଁ କି?
ତା’ହେଲେ 200 ପାଉଣ୍ଡ୍ ମାଗ।
Mr. White. Mr. White. This is ridiculous. (Smiling shamefacedly) No harm trying, though, I suppose. (He holds up the paw as HERBERT taps a drumroll on the table with his hands.)
ମିଷ୍ଟର୍ ହ୍ୱାଇଟ୍: ଏହା ସମ୍ପୂର୍ଣ୍ଣ ମୁର୍ଖତା।
(ଲଜ୍ଜାରେ ହସି) କିନ୍ତୁ, କିଛି କ୍ଷତି ନାହି, ଥରେ ଚେଷ୍ଟା କରିଲେ କ’ଣ ହେବ । Mr.white ଯେତେବେଲେ ପଞ୍ଝାତିକୁ ହାତରେ ଧରିଥାନ୍ତି HERBERT ଟେବୁଲ ବଜାଉଥାନ୍ତି )
Mr. White (loudly). I wish for two hundred pounds.
ମିଷ୍ଟର୍ ହ୍ୱାଇଟ୍ (ଜୋରରେ):ମୁଁ ଦୁଇଶହ ପାଉଣ୍ଡ ଚାହୁଁଛି ।
[HERBERT
finishes with a dramatic flourish. MR. WHITE cries out, shuddering, and drops the paw. His wife and son run
toward him.]
[ହର୍ବର୍ଟ ନାଟକୀୟ
ଭାବରେ କାମ ସମାପ୍ତ କରେ। ମିଷ୍ଟର୍ ହ୍ୱାଇଟ୍ କମ୍ପିଯାଇ ଚିତ୍କାର କରି ଉଠନ୍ତି ଏବଂ ପଞ୍ଝାକୁ ଛାଡ଼ିଦିଅନ୍ତି।
ତାଙ୍କ ସ୍ତ୍ରୀ ଓ ପୁଅ ତାଙ୍କ ପାଖକୁ ଦୌଡ଼ିଆସନ୍ତି।]
Mr. White.
It moved! When I wished, it twisted in my hand, like a snake!
ମିଷ୍ଟର୍ ହ୍ୱାଇଟ୍: ଏହା ଆପେ ଆପେ ହଲିଗଲା! ଯେତେବେଳେ ମୁଁ ଇଚ୍ଛା
କଲି, ଏହା ମୋ ହାତରେ
ସାପର ଭଳି ବଂକେଇ ଗଲା!
Herbert.
Well, I don't see the money, and I bet I never will.
ହର୍ବର୍ଟ: ଭଲ, ମୁଁ ଟଙ୍କାକୁ ଦେଖୁନି, ଏବଂ ମୁଁ ନିଶ୍ଚିତ
ଏହାକୁ କେବେ ବି ଦେଖିବିନି।
(He picks up
the paw and puts it on the
table.
(ସେ ପଞ୍ଝାକୁ ଉଠାଇ ଟେବୁଲ୍ରେ ରଖେ।)
Mrs. White
(to MR. WHITE, anxiously). You must have imagined it.
ମିସେସ୍ ହ୍ୱାଇଟ୍ (ଚିନ୍ତିତଭାବରେ, ମିଷ୍ଟର୍ ହ୍ୱାଇଟ୍ ଙ୍କୁ): ନିଶ୍ଚିତ ତୁମେ କଳ୍ପନା କରିଥିବ।
Mr. White
(shaking his head). I felt it move. Never mind, though. I'm all right.
ମିଷ୍ଟର୍ ହ୍ୱାଇଟ୍ (ମୁଣ୍ଡ ହଲାଇ): ମୁଁ ଏହାକୁ ହଲୁଥିବା ଅନୁଭବ କରିଥିଲି। ତଥାପି
ଛାଡ଼, ଯଦିଓ ମୁ ସତ କହୁଛି
।
[They sit
down by the fire. A depressing silence settles over them. The howling of the wind grows louder. A door bangs,
startling them all. HERBERT laughs.]
[ସେମାନେ
ଅଗ୍ନିକୁଣ୍ଡ ପାଖରେ ବସିଥାନ୍ତି। ଏକ ନିରାଶାଜନକ ନିରବତା ତାଙ୍କ ଉପରେ ନିମଗ୍ନ ହୋଇଥାଏ। ପବନର
ହୁଇ-ହୁଇ ଶବ୍ଦ ବେଶି ଜୋରରେ ଶୁଣାଗଲା। କବାଟ ଧଡ଼କରି ବନ୍ଦ ହେଲା, ସେମାନଙ୍କୁ
ସମସ୍ତଙ୍କୁ ଭୟଭୀତ କଲା। ହର୍ବର୍ଟ ହସିଲା।]
Mrs. White.
I don't know why we listened to that nonsense. How could wishes be granted in real life? And if they
could, how could two hundred pounds hurt you, anyway?
ମିସେସ୍ ହ୍ୱାଇଟ୍: ମୁଁ ଜାଣିନି କାହିଁକି ଆମେ ସେହି nonsence କଥାକୁ ଶୁଣିଲୁ। ସତସତିକାରରେ ଇଚ୍ଛା କିପରି ପୂରଣ
ହେବ? ଏବଂ ଯଦି ହେବେ, ଦୁଇଶ ପାଉଣ୍ଡ
କେମିତି ତୁମକୁ କଷ୍ଟ ଦେଇପାରିବ?
Herbert. It
could drop on his head from the sky! ଏହା ଆକାଶରୁ ତାଙ୍କ ମୁଣ୍ଡ ଉପରେ ପଡ଼ିପାରେ ।
Mr. White.
Morris said the things happened so naturally that you might think it was coincidence. ମୋରିସ୍ କହିଥିଲେ
ଯେ ବିଷୟଗୁଡ଼ିକ ଏତେ ସାଧାରଣଭାବେ ଘଟେ ଯେ ତୁମେ ଏହାକୁ ସଂଯୋଗ ଭାବିପାର।
Mrs. White.
Well, I've had enough of magic and fate and monkey's paws for one night. It's time for bed.
ଠିକ୍ ଅଛି, ଆଜି ରାତି ପାଇଁ
ମୁଁ ମାୟା, ଭାଗ୍ୟ ଏବଂ ବାନରର
ପାଞ୍ଜାର କଥାରେ ପର୍ଯ୍ୟାପ୍ତ ହୋଇଗଲା। ଏବେ ସୋଇବା ସମୟ।
Herbert.
Well, good night, then. (Teasing) You'll probably find the money tied up in a big bag in the middle of your bed,
Dad-and some horrible creature squatting up on top of the dresser, watching you as you
pocket your ill-gotten gains.
ହର୍ବର୍ଟ: ଭଲ, ତେବେ ଶୁଭରାତ୍ରି। (ମଜା କରି) ବାପା, ସମ୍ଭବତଃ ତୁମେ
ଟଙ୍କାକୁ ବଡ଼ ବେଗରେ ଥିବା ଅବସ୍ଥାରେ ତୁମ ଶୋଇଥିବା ବିଛାଣାର ମଧ୍ୟରେ ପାଇବ—ଏବଂ ଗୋଟିଏ ଭୟଙ୍କର
ପ୍ରାଣୀ ଅଲମାରୀ ଉପରେ ବସିଥାଇ,
ତୁମେ ସେଇ
ଅନ୍ୟାୟରେ ମିଳିଥିବା ସମ୍ପଦକୁ ବେଗ୍ ରେ ଭରିବାକୁ ଦେଖୁଥିବ।
Comments
Post a Comment